Home Oriya Odia Dictionary

Download Oriya Odia Dictionary APP

Substitution Oriya Odia Meaning

ପ୍ରତିସ୍ଥାପନ, ପ୍ରତିସ୍ଥାପନା

Definition

ସ୍ଥାନରୁ ହଟିଥିବା ବସ୍ତୁ ବା ବ୍ୟକ୍ତିଙ୍କୁ ପୁଣି ସେହି ସ୍ଥାନରେ ରଖିବା ବା ବସେଇବା କ୍ରିୟା କିମ୍ବା ସେଇ ଜାଗାରେ ଅନ୍ୟ ବସ୍ତୁଆଦିକୁ ରଖିବା ବା ବସେଇବା କ୍ରିୟା
ଯୋଗର ଆଠ ଅଙ୍ଗ ମଧ୍ୟରୁ ଏକ

Example

ମନ୍ଦିରର ଖଣ୍ଡିତ ମୂର୍ତ୍ତିର ପ୍ରତିସ୍ଥାପନା ଅତି ଆବଶ୍ୟକ / ଚୋରି ହେଇଯାଇଥିବା ଭଗବାନଙ୍କ ମୂର୍ତ୍ତି ମିଳିବାପରେ ପୁନଶ୍ଚ ମନ୍ଦିରରେ ତାର ପ୍ରତିସ୍ଥାପନା ହେଲା
ପ୍ରତ୍ୟାହାରର ଅଭାବ ହେଲେ ସାଧନା କରାଯାଇପାରିବ ନାହିଁ