Home Oriya Odia Dictionary

Download Oriya Odia Dictionary APP

Suck Oriya Odia Meaning

ଅବଶୋଷିତ କରିବା, ଚୁହିଁବା, ଟାଣିବା, ପିଇବା, ଶୋଷଣ କରିବା, ଶୋଷିବା

Definition

ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
କୌଣସି ବ୍ୟକ୍ତି ବା ବସ୍ତୁର ପ୍ରଭାବ ବା ଗୁଣ ବାହାର କରିଦେବା
ଅନୁଚିତ ରୂପରେ ଧିରେଧିରେ କାହାର ଧନ, ସମ୍ପତ୍ତିଆଦି ନେଇଯିବା
ଆବଶ୍ୟକତାରୁ ଅଧିକ କାମ ଆଦାୟ କରିବା
ଶୋଷି ଖାଇବାର ପ୍ରକ୍ରିୟା

Example

ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
ରାମ ଆମ୍ବ ଚୁଷୁଛି
ସାପୁଆକେଳା ଛୁଆଟିର ଶରୀରରୁ ସାପର ବିଷ କାଢ଼ୁଛି
ଜମିଦାର ନିଜ ଆରାମପାଇଁ ଗରିବମାନଙ୍କୁ ଶୋଷଣ କରୁଥିଲେ
ବ୍ୟକ୍ତିଗତ କମ୍ପାନୀଗୁଡ଼ିକ ଭଲ ଦରମା ତ ଦିଅନ୍ତି କିନ୍ତୁ କର୍ମଚାରୀମାନଙ୍କୁ ପୂରା ଭାବରେ ଶୋଷଣ କରନ୍ତି