Home Oriya Odia Dictionary

Download Oriya Odia Dictionary APP

Suitability Oriya Odia Meaning

ଉଚିତତା, ଉପଯୁକ୍ତତା, ଔଚିତ୍ୟ, ସମୀଚୀନତା, ସମୁଚିତତା

Definition

ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ
ଉପଯୁକ୍ତ ହେବାର ଅବସ୍ଥା ବା ଭାବ

Example

ପରୀକ୍ଷାଦ୍ୱାରା ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତାକୁ ପରଖାଯାଏ
ସାମଗ୍ରୀ ଗୁଡ଼ିକର ସମୀଚୀନତା ଦେଖି ସେଗୁଡ଼ିକ କିଣିବା ଉଚିତ୍