Home Oriya Odia Dictionary

Download Oriya Odia Dictionary APP

Sulk Oriya Odia Meaning

କୁପିତ ହେବା, କ୍ରୁଦ୍ଧ ହେବା, କ୍ରୋଧ, କ୍ରୋଧିତ ହେବା, ମୁଁହ ଫୁଲେଇବା, ରୁଷିବା, ରୁଷ୍ଟ ହେବା

Definition

ଅସନ୍ତୁଷ୍ଟ ହୋଇ ଉଦାସୀନ, ଚୁପ୍‌ ବା ଅଲଗା ହୋଇଯିବା
କୌଣସି ଜିନିଷପାଇଁ ପିଲା ବା ସ୍ତ୍ରୀମାନଙ୍କ ଭଳି ଜିଦ୍ କରିବା

Example

ମୁଁ ତା କାମ କରିପାରିଲି ନାହିଁ ବୋଲି ସେ ମୋ ଉପରେ ରୁଷିଛି
ଦେବିକା ତାର ପ୍ରତ୍ୟେକ କଥା ପୂରଣ ହେବାପାଇଁ ମାଆଙ୍କ ଆଗରେ ଅଳି କରେ