Summary Oriya Odia Meaning
ସଂକ୍ଷିପ୍ତ
Definition
କୌଣସି ପୂରା ତଥ୍ୟ, ପଦାର୍ଥ, କଥାଆଦି ସବୁ ତତ୍ତ୍ୱର ମୁଖ୍ୟ ଅଭିପ୍ରାୟ
ଯାହା କମ ଶବ୍ଦରେ ଲେଖାଯାଏ କିମ୍ବା କୁହାଯାଏ
ଭଲଭାବରେ ମନ ନ ଲଗାଇ, ବରଂ ଚଞ୍ଚଳଚଞ୍ଚଳ
ମାତ୍ରା, ଆକାର, ବିସ୍ତାରଆଦିରେ ସୀମିତ ବା ଆଉ କାହା ତୁଳନାରେ କମ୍
Example
ଶିକ୍ଷକ ବିଦ୍ୟାର୍ଥୀଙ୍କୁ କାହାଣୀର ସାରାଂଶ ଲେଖିବାକୁ କହିଲେ
ଆପଣ ନିଜ ଯାତ୍ରାର ସଂକ୍ଷିପ୍ତ ବିବରଣୀ ଦିଅନ୍ତୁ
ଛାତ୍ରମାନେ ପରୀକ୍ଷାପୂର୍ବରୁ ସବୁ ପାଠକୁ ଚଞ୍ଚଳଚଞ୍ଚଳ ଆଖି ପକାଇ ଯାଉଛନ୍ତି
Lxv in Oriya OdiaSoak in Oriya OdiaSoldierly in Oriya OdiaDeliver in Oriya OdiaSanskrit in Oriya OdiaTrek in Oriya OdiaRepublic Of Estonia in Oriya OdiaHeavenly in Oriya OdiaInitiator in Oriya OdiaTight in Oriya OdiaSlander in Oriya OdiaSolitary in Oriya OdiaPulverise in Oriya OdiaCapital Of Uganda in Oriya OdiaStubble in Oriya OdiaFlightless in Oriya OdiaAccessible in Oriya OdiaCompounding in Oriya OdiaThirty-five in Oriya OdiaRun-in in Oriya Odia