Home Oriya Odia Dictionary

Download Oriya Odia Dictionary APP

Summons Oriya Odia Meaning

ତଲବନାମା, ନୋଟିସ, ସମନ

Definition

କୌଣସି କାମରେ ସମ୍ମିଳିତ ହେବାପାଇଁ କାହାକୁ ଆଦର ପୂର୍ବକ କହିବା କିମ୍ବା ଡକାଇବାର କ୍ରିୟା
ନ୍ୟାୟାଳୟର ଆଜ୍ଞାପତ୍ର ଯେଉଁଥିରେ କାହାକୁ ନ୍ୟାୟାଳୟରେ ଉପସ୍ଥିତ ହେବାପାଇଁ ଆଦେଶ ଦିଆଯାଇଥାଏ

Example

ଶୀଲାର ନିମନ୍ତ୍ରଣ ରକ୍ଷାକରି ମୁଁ ଏହି କାମରେ ଭାଗ ନେଲି
ସମନ ପାଇବା ପରେ ବି ସେ ନ୍ୟାୟାଳୟରେ ଉପସ୍ଥିତ ହେଲେ ନାହିଁ