Home Oriya Odia Dictionary

Download Oriya Odia Dictionary APP

Sun Oriya Odia Meaning

ଆତପ, ଆଦିତ୍ୟ, ଖରା, ଦିନକର, ଦିନେଶ, ଦିବାକାର, ଧୂପ, ନିଦାଘ, ପ୍ରଭାକର, ଭାନୁ, ଭାସ୍କର, ମି, ରବି, ସବିତା, ସୂର୍ଯ୍ୟ, ସୂର୍ୟତାପ

Definition

ଆମ ସୌରଜଗତର ସବୁଠାରୁ ବଡ଼ ଓ ଜ୍ୱଳନ୍ତ ପିଣ୍ଡ ଯାହାଠାରୁ ସବୁ ଗ୍ରହକୁ ଉତ୍ତାପ ଓ ଆଲୋକ ମିଳେ
ଉଷ୍ଣ ବା ଗରମ ହେବାର ଅବସ୍ଥା ବା ଭାବ
ସ୍ୱର୍ଗଆଦିରେ ରହୁଥିବା ସେହି ଅମର ପ୍ରାଣୀ ଯାହାଙ୍କୁ ପୂଜ୍ୟ

Example

ଗ୍ରୀଷ୍ଣକାଳରେ ଉତ୍ତାପ ବଢ଼ିଯାଏ
ଏହି ମନ୍ଦିରରେ କେତେକ ଦେବତାଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି
ଅରଖ କ୍ଷୀର ଆଖିପାଇଁ ହାନିକାରକ
ବେଦରେ ଇନ୍ଦ୍ରଙ୍କ ଆରାଧନା ସଂପର୍କରେ ଉଲ୍ଲେଖ ଅଛି
ଭୀଷଣ ତାପ ଯୋଗୁ ତା’ ହାତ ଜଳିଗଲା
ଥଣ୍ଡା