Home Oriya Odia Dictionary

Download Oriya Odia Dictionary APP

Sunrise Oriya Odia Meaning

ପାହାନ୍ତା, ପାହାନ୍ତିଆ, ବ୍ରାହ୍ମ ବେଳା, ବ୍ରାହ୍ମମୁହୂର୍ତ, ଭୋର, ସୂର୍ଯ୍ୟୋଦୟ

Definition

ସୂର୍ଯ୍ୟ ଉଦୟ ହେବାର ପ୍ରକ୍ରିୟା
ସୂର୍ଯ୍ୟଙ୍କ ଉଇଁବା ସମୟ

Example

ସୂର୍ଯ୍ୟୋଦୟର ଦୃଶ୍ୟ ବହୁତ ସୁନ୍ଦର
ସୂର୍ଯ୍ୟୋଦୟ ପୂର୍ବରୁ ନିଦରୁ ଉଠିଯିବା ଆବଶ୍ୟକ