Home Oriya Odia Dictionary

Download Oriya Odia Dictionary APP

Superannuated Oriya Odia Meaning

ଅପ୍ରଚଳିତ, ଅବ୍ୟବହୃତ, ଆଉଟ ଅଫ୍‌ ଡେଟ୍‌, ଆଉଟଡେଟେଡ

Definition

ଯାହା ପ୍ରଚଳିତ ନୁହେଁ
ଯେ ଅଧିକ ବୟସର ଓ ବୁଢ଼ା ହୋଇଗଲେଣି
ଯାହା ବ୍ୟବହାର କରାଯାଏ ନାହିଁ
ଯାହାକୁ ପିନ୍ଧାଯାଇ ନ ଥାଏ(ଲୁଗା)

Example

ତୁମେ ସବୁବେଳେ ଅପ୍ରଚଳିତ ପରିଧାନ କାହିଁକି ପିନ୍ଧୁଛ
ଏଠାରେ ବୃଦ୍ଧଲୋକମାନଙ୍କର ସେବା ନିଃଶୁକ୍ଳ କରାଯାଉଛି
ସେ ଅବ୍ୟବହୃତ ବସ୍ତୁଗୁଡ଼ିକୁ ଗରୀବମାନଙ୍କୁ ବାଣ୍ଟିଦେଲେ
ମୋ ଆଈମା ଅପିନ୍ଧା ଶାଢୀ କେବେ ବି ପିନ୍ଧୁ ନଥିଲେ୤