Home Oriya Odia Dictionary

Download Oriya Odia Dictionary APP

Supercharged Oriya Odia Meaning

ଆବିଷ୍ଟ, ଆବେଶପୂର୍ଣ୍ଣ

Definition

ଯେ ଆବେଶରେ ଭରା
ଯେଉଁଥିରେ ଉତ୍ସାହ ଅଛି କିମ୍ବା ଉତ୍ସାହରେ ଭରପୂର୍ଣ୍ଣ
ଧନାତ୍ମକ ବା ଋଣାତ୍ମକ ଆବେଶର ପୂର୍ଣ୍ଣ ମାତ୍ରା (କୌଣସି ତନ୍ତ୍ର, ପିଣ୍ଡ ବା କଣା)

Example

ପିଲାମାନଙ୍କ ପ୍ରତି ମା’ଙ୍କ ହୃଦୟ ସ୍ନେହରେ ଆବିଷ୍ଟ ଥାଏ / ମାଆ ସ୍ନେହରେ ଆବିଷ୍ଟ ହୋଇ ତାକୁ ଗଳାରେ ଲଗାଇନେଲେ
ସେ ଉତ୍ସାହ ସହକାରେ ଭାଷଣ ଦେଲା
ଏହି ପ୍ରକ୍ରିୟା ଦ୍ବାରା ଆବେଶିତ କଣାର ଶକ୍ତି ବଢିଯାଏ