Home Oriya Odia Dictionary

Download Oriya Odia Dictionary APP

Superficial Oriya Odia Meaning

ଅଳ୍ପଜ୍ଞ, ଅଳ୍ପଜ୍ଞାନୀ, ସ୍ବଳ୍ପଜ୍ଞ

Definition

ଯେଉଁଥିରେ ବିଚାରର ଅଭାବ ରହିଛି
ଯାହା କମ୍ ଗଭୀର
ଯାହାର ବହୁତ କମ୍‌ ବା ଅଳ୍ପକିଛି ଜ୍ଞାନ ଅଛି
କମ୍‌ ବା ଅଳ୍ପ ବୁଝିବା ଲୋକ
ଯେ ଭଲ ଜାଣିବାବାଲା ନୁହେଁ

Example

ଏଭଳି ବିଚାରହୀନ କଥାରେ ଏହି କଠିନ ସମସ୍ୟାର ସମାଧାନ ହେଇପାରିବ ନାହିଁ
ଗରମ ଦିନରେ ଅଗଭୀର ଗାଡ଼ିଆ ଶୁଖିଯାଏ
ସ୍ବଳ୍ପଜ୍ଞ ବ୍ୟକ୍ତି ଜ୍ଞାନୀ ଓ ମୁର୍ଖଙ୍କ ମଧ୍ୟରେ ଥାଏ
ସ୍ବଳ୍ପଜ୍ଞ ବିଦ୍ୟାର୍ଥୀମାନଙ୍କୁ ପଢ