Home Oriya Odia Dictionary

Download Oriya Odia Dictionary APP

Superfluous Oriya Odia Meaning

ଅତିରିକ୍ତ

Definition

ସାଧାରଣତଃ ଯେତିକି ହେବାକଥା ବା ହୋଇଥାଏ ତା’ଠାରୁ ଅଧିକ
ଅଧିକ ହେବାର ଅବସ୍ଥା ବା ଭାବ

ଆବଶ୍ୟକତାଠାରୁ ଅଧିକ ପରିମାଣ

Example

ମୁଁ ନିଜର ଅତିରିକ୍ତ ଓଜନ କମାଇବା ଦିଗରେ ଅସଫଳ ହେଲି
ଧନର ଆଧିକ୍ୟରୁ ସେ ଗର୍ବୀ ହୋଇଗଲା

ଶସ୍ୟର ଆଧିକ୍ୟ ହେଲେ ଏହାର ରପ୍ତାନୀ କରାଯାଏ