Home Oriya Odia Dictionary

Download Oriya Odia Dictionary APP

Supporter Oriya Odia Meaning

ଅନୁମୋଦକ, ପ୍ରାୟୋଜକ, ସପକ୍ଷ, ସମର୍ଥକ, ସହକାରୀ, ସହଯୋଗକର୍ତ୍ତା , ସହଯୋଗୀ, ସହଯୋଗୀବ୍ୟକ୍ତି, ସହାୟକ

Definition

ଯେ କୌଣସି ପକ୍ଷ ବା କୌଣସି ସିଦ୍ଧାନ୍ତଆଦିକୁ ସମର୍ଥନ ବା ପୋଷଣ କରେ
ଯିଏ କୌଣସି ପକ୍ଷର ସମର୍ଥନ ବା ପୋଷଣ କରେ
ଭାରୀ ବସ୍ତୁଆଦିକୁ ଦୀର୍ଘସ୍ଥାୟୀକରି ରଖିବାପାଇଁ ତା ତଳେ ଲଗାଯାଉଥିବା କାଠ

Example

ମୁଁ ନ୍ୟାୟର ସମର୍ଥକ
କଦଳୀ ଗଛ ଫଳ ଭାରରେ ନଇଁ ପଡ଼ୁଛି ତାକୁ ଢେଙ୍କା ଲଗାଅ