Home Oriya Odia Dictionary

Download Oriya Odia Dictionary APP

Supporting Oriya Odia Meaning

ଭାର ବାହକ, ଭାରବାହୀ, ଭାରୁଆ

Definition

କୌଣସି କାର୍ଯ୍ୟରେ ସହଯୋଗ କରୁଥିବା ବ୍ୟକ୍ତି
ଯେ କୌଣସି କ୍ଷେତ୍ରର ମୁଖିଆ
ଯାହାପାଖରେ ବଳ କିମ୍ବା ଶକ୍ତି ଅଛି ବା ବଳିଷ୍ଠ
ଯେ କୌଣସି କାମରେ ସହାୟତା କରେ
ଯେ ବୋଝ ବୋହିନିଏ
ଔଷଧ କାମରେ ଲାଗୁଥିବା ଏକ ପ୍ରକାର ଜଙ୍ଗଲୀ ଗଛ
ବୋଝ ବୋହୁଥିବା ପଶୁ

Example

ଏହି କାମରେ ସେ ମୋର ସହଯୋଗୀବ୍ୟକ୍ତି
ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
ରାମ ମୋର ସହଯୋଗୀ
ଗଧ ଏକ ଭାରବାହୀ ପଶୁ
ଧାବରା ଲମ୍ବା ଏବଂ ସୁନ୍ଦର ହୋଇଥାଏ
ଗଧ, ଖଚର,ହାତୀ ଆଦି ଭାରବାହୀ ପଶୁ
ଧୁରନ୍ଦରର ବର୍ଣ୍ଣନା ପୁରାଣରେ ମିଳେ