Home Oriya Odia Dictionary

Download Oriya Odia Dictionary APP

Surmise Oriya Odia Meaning

ଅଟକଳ, ଅନୁମାନ, ଅନ୍ଦାଜ

Definition

ଏଭଳି ହେବା ସମ୍ଭବ ବା ଏଭଳି ହୋଇପାରେ ସଦୃଶ ଭାବନା ନିଜ ମନକୁ ଆସିବା କ୍ରିୟା ବା ଭାବ
ଅନିଷ୍ଟ ସମ୍ଭାବନାରୁ ମନରେ ହେଉଥିବା କଳ୍ପନା
ଏପରି ଜ୍ଞାନ ଯେଉଁଥିରେ

Example

ବେଳେବେଳେ ଅନୁମାନ ମଧ୍ୟ ଭୁଲ୍‌ ହୋଇଥାଏ
କୌଣସି ଦୁର୍ଘଟଣା ହେବ ବୋଲି ତାଙ୍କର ଆଶଙ୍କା ଥିଲା
ମୋର ତାଙ୍କ କଥାର ସତ୍ୟତା ଉପରେ ସନ୍ଦେହ ରହିଛି