Home Oriya Odia Dictionary

Download Oriya Odia Dictionary APP

Surprise Oriya Odia Meaning

ଆଶ୍ଚର୍ଯ୍ୟହେବା, ଚକିତହେବା, ତାଜୁବହେବା, ବିସ୍ମୟହେବା

Definition

କୌଣସି ନୂଆ, ବିଲକ୍ଷଣ ବା ଅସାଧାରଣ କଥାକୁ ଦେଖିବା, ଶୁଣିବା ବା ଧ୍ୟାନରେ ଆଣିବାଦ୍ୱାରା ଉତ୍ପନ୍ନ ହେଉଥିବା ମନର ଏକ ପ୍ରକାରଭାବ
ଆଶ୍ଚର୍ଯ୍ୟ ଉତ୍ପନ୍ନ କରୁଥିବା ବସ୍ତୁ
ରସର ନଅ ସ୍ଥାୟୀ ଭାବ ଭିତରୁ ଗୋଟିଏ

Example

ହଠାତ୍‌ ମୋତେ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା
ସର୍କସରେ ନଟ ଓ ନଟୀମାନଙ୍କ ଖେଳ ଦେଖି ପିଲାମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲା
ତାଜମହଲ୍ ପୃଥିବୀର ସାତୋଟି ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ
ଆଶ୍ଚର୍ଯ୍ୟ ଅଦ୍‌ଭୂତ ରସର ସ୍ଥାୟୀ ଭାବ