Home Oriya Odia Dictionary

Download Oriya Odia Dictionary APP

Survey Oriya Odia Meaning

ଅବକ୍ଷଣ, ଅବଲୋକନ, ଦର୍ଶନ

Definition

ଯୋଗ୍ୟତା, ବେଶେଷତା, ସାମର୍ଥ୍ୟ, ଗୁଣଆଦି ଜାଣିବାପାଇଁ ଶୋଧ ସମ୍ବନ୍ଧୀୟ କାମ କରିବା ବା କିଛି ବିଶେଷ କାମ କରିବା
ପୃଥିବୀ ବା ଆକାଶର କୌଣସି ଭାଗର, ସ୍ଥିତି ଅନୁସାରେ ତିଆରି ହୋଇଥିବା ଯେଉଁଚିତ୍ରରେ ଦେଶ, ନଗର, ନଦୀ, ପାହାଡ଼ ଆଦି ଦର୍ଶାଯାଇଥାଏ

Example

ଏହି ଛୋଟ କାମ୍‌ ଜରିଆରେ ମୁଁ ତାକୁ ପରୀକ୍ଷା କରୁଛି କି ସେ ମୋ କାମପାଇଁ ଯୋଗ୍ୟ କି ନୁହେଁ
ବଣିଆ ସୁନାର ଶୁଦ୍ଧତା ପରୀକ୍ଷା କରେ
ଏହା ଭାରତର ରାଜନୈତିକ ମାନଚିତ୍ର
କ୍ଷେତକୁ ଭାଗ କରିବାପାଇଁ ତାର ମାପ ହେଲା
ସର୍ବେକ୍ଷଣର