Home Oriya Odia Dictionary

Download Oriya Odia Dictionary APP

Suspend Oriya Odia Meaning

ଝୁଲାଇବା, ଲଟକାଇବା

Definition

ଯାହାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି ବା ନିଜ ପଦରୁ ହଟାଇ ଦିଆଯାଇଛି
କୌଣସି କାମ ସମୟ ଆଗରୁ କରିଦେବା କିମ୍ବା ସ୍ଥଗିତ କରିବା
କାହାକୁ ଝୁଲାଇବା ପାଇଁ ପ୍ରବୃତ୍ତ କରାଇବା
ଯାହା ଅଳ୍ପ ସମୟପାଇଁ ବନ୍ଦ କରାଯାଇଛି

Example

ନିଲମ୍ବିତ କର୍ମଚାରୀମାନେ ପୁନର୍ନିଯୁକ୍ତିପାଇଁ ଉଚ୍ଚନ୍ୟାୟାଳୟରେ ଆବେଦନ କରିଛନ୍ତି
ଅଧ୍ୟକ୍ଷ ଚାରିଦିନପାଇଁ ବୈଠକକୁ ସ୍ଥଗିତ ରଖିଲେ
ସୀତା ଗୀତାକୁ ଦୋଳିରେ ଝୁଲାଉଛି
ସ୍ଥଗିତ ସଭା ଦଶ ମିନିଟପରେ ପୁଣି ଆରମ୍ଭ ହେଲ