Home Oriya Odia Dictionary

Download Oriya Odia Dictionary APP

Suspicious Oriya Odia Meaning

ଅବିଶ୍ବାସ

Definition

ଯେଉଁ ବ୍ୟକ୍ତି ବିଶ୍ୱାସ ପାତ୍ର ନୁହେଁ
ଯାହାର ବିଶ୍ୱାସ ନାହିଁ ବା ଯେ କାହାରିକୁ ବିଶ୍ୱାସ କରେ ନାହିଁ
ଯାହା ଉପରେ ବିଶ୍ୱାସ କରାଯାଇ ନପାରେ ବା ଯାହା ଉପରେ ବିଶ୍ୱାସ ହୁଏ ନାହିଁ
ଯିଏ ସହଜରେ କୌଣସି ବ୍ୟକ୍ତି ବା କଥା ବିଶ୍ୱାସ କରେ ନାହିଁ
ସନ୍ଦେହ କର

Example

ଆଧୁନିକ ଯୁଗରେ ଅବିଶ୍ୱାସୀକୁ ଚିହ୍ନିବା କଷ୍ଟକର
ତାଙ୍କୁ ବୁଝାଇବାରେ କିଛି ଲାଭନାହିଁ, ସେ ଜଣେ ଅବିଶ୍ୱାସୀ ବ୍ୟକ୍ତି
ଏହା ଅବିଶ୍ୱାସନୀୟ କଥା
ମାନସୀ ତାର ସଂଶୟୀ ସ୍ୱାମୀ ପାଇଁ ବହୁତ ଚିନ୍ତିତ‌
ସନ୍ଦେହୀ ପ୍ରତ୍ୟେକ