Sustain Oriya Odia Meaning
ଅଟକେଇବା, ଆହାର କରିବା, ଧରିବା, ପାଳିତ କରିବା, ପୁଷ୍ଟିକରଣ କରିବା, ପୋଷଣ କରିବା, ବର୍ଦ୍ଧନ କରିବା, ଭୋଜନ କରିବା, ରଖିବା, ସମ୍ଭାଳିବା
Definition
ସମ୍ବନ୍ଧ, ବ୍ୟବହାର ଆଦି ଠିକ ଭାବରେ ଚଳାଇ ରଖିବା
ନିର୍ବାହ କରିବା ବା ବିତାଇଥିବା
ନଷ୍ଟ ବା ଅନ୍ତ ବା ଭଙ୍ଗୁର ହେବାରୁ ରକ୍ଷାକରିବା ବା ସୁରକ୍ଷିତ ରଖିବା
ଖାଦ୍ୟଦ୍ୱାରା ଶରୀରକୁ ପୋଷଣ
Example
ଶାଶୁଘରେ ଯେକୌଣସି ପ୍ରକାରରେ ସୁସମ୍ପର୍କ ବଜାୟ ରଖିବାପାଇଁ ମାଆ ଝିଅକୁ ବୁଝେଇ କହିଲେ
ସେ ତାର ପିଲାଦିନ ଅତି ଗରିବ ଅବସ୍ଥାରେ କାଟିଥିଲା
ମହାତ୍ମା କେବଳ ଫଳ ଓ ଦୁଧରେ ନିଜର ପୋଷଣ କରନ୍ତି
ଆମେ ରାତିରେ କାମ ଚାଲୁ ରଖିଲୁ
Requisite in Oriya OdiaSurround in Oriya OdiaChoice in Oriya OdiaCorrection in Oriya OdiaDiscorporate in Oriya OdiaLarge Number in Oriya OdiaParrot in Oriya OdiaExercise in Oriya OdiaFist in Oriya OdiaEgress in Oriya OdiaVacillating in Oriya OdiaGet On in Oriya OdiaGabble in Oriya OdiaChurning in Oriya OdiaHave Intercourse in Oriya OdiaSnitch in Oriya OdiaOriginate in Oriya OdiaSquare in Oriya OdiaTuberculosis in Oriya OdiaTweak in Oriya Odia