Home Oriya Odia Dictionary

Download Oriya Odia Dictionary APP

Sustenance Oriya Odia Meaning

ଜୀବନ ବୃତ୍ତି, ଜୀବିକା, ପୁଷ୍ଟିକାରକ ଆହାର, ପୌଷ୍ଟିକ ଆହାର, ପୌଷ୍ଟିକ ଖାଦ୍ୟ, ବୃତ୍ତି

Definition

ଯାହା ଉପରେ କୌଣସି ଅନ୍ୟ ଏକ ଜିନିଷ ଠିଆହୋଇ ବା ତିଷ୍ଠି ରହିଥାଏ
ଜୀବନ ନିର୍ବାହର ଆଧାର
ଜୀବନ ନିର୍ବାହପାଇଁ କରାଯାଉଥିବା କାମ
ଜୀବନର ନିର୍ବାହ
ପୁଷ୍ଠ ବା ଦୃଢ଼ କରିବାର କ୍ରିୟା

Example

କୌଣସି ଜିନିଷର ମୂଳଦୁଆ ମଜବୁତ୍‌ ହେବା ଦରକାର
ପିଲାମାନେ ବାର୍ଦ୍ଧକ୍ୟରେ ମା’-ବାପାଙ୍କର ସାହାରା ହୋଇଥାନ୍ତି
ସେ ଲୁଗା ବିକ୍ରି କରିବା ସହିତ ଅନ୍ୟ ଜୀବିକା ଗୋଟିଏ ମଧ୍ୟ ଆରମ୍ଭ କରିଛି