Home Oriya Odia Dictionary

Download Oriya Odia Dictionary APP

Swazi Oriya Odia Meaning

ସ୍ବାଜୀ, ସ୍ବାଜୀଲ୍ୟାଣ୍ଡ ବାସୀ

Definition

ସ୍ୱାଜୀଲ୍ୟାଣ୍ଡର ନିବାସୀ
ସ୍ୱାଜୀଲ୍ୟାଣ୍ଡ ସହ ସମ୍ବନ୍ଧିତ ବା ସ୍ୱାଜୀଲ୍ୟାଣ୍ଡର
ସ୍ୱାଜୀଲ୍ୟାଣ୍ଡର ଭାଷା

Example

ନିରୁଦ୍ଦିଷ୍ଟ ସ୍ୱାଜୀକୁ ଖୋଜିବାପାଇଁ ସେ ଏଠାକୁ ଆସିଥିଲେ୤
ଏଇଟା ଗୋଟିଏ ସ୍ୱାଜୀ ଖାଦ୍ୟ୤
ସ୍ୱାଜୀ ହେଉଛି ବାଣ୍ଟୁ ପରିବାରର ଭାଷା ଯାହାର ଜୁଲୁ ସହିତ ସାମଞ୍ଜସ୍ୟ ରହିଛି୤