Swear Oriya Odia Meaning
ଠିକ ମାନିନେବା, ଦୁହାଇ କରିବା, ପ୍ରତିଜ୍ଞା କରିବା, ବିଶ୍ୱାସ କରିବା, ଭରସା କରିବା, ରାଣ ଖାଇବା, ରାଣ ପକାଇବା, ଶପଥ କରିବା
Definition
ଦୃଢ଼ତା ବା ପ୍ରତିଜ୍ଞା ପୂର୍ବକ କୌଣସି କାମକୁ କରିବା ବା ନକରିବା ନିମନ୍ତେ କାହାକୁ କହିବା
କାହା ପ୍ରତି ଖରାପ ଶବ୍ଦ ବ୍ୟବହାର କରିବା
ଦୃଢ଼ତାପୂର୍ବକ କହିବା (ସତ୍ୟତା ଉପରେ ଯୋର ଦେବା ହେତୁ)
Example
ଭୀଷ୍ମ ଆଜୀବନ ବ୍ରହ୍ମଚାରୀ ରହିବା ନିମନ୍ତେ ସତ୍ୟାବତୀଙ୍କ ନିକଟରେ ପ୍ରତିଜ୍ଞା କଲେ
ସେ ଅଧ ଘଣ୍ଟା ହେଲାଣି ଗାଳି ଦେଇ ଚାଲିଛି
ମୁଁ ରାଣ ଖାଉଛି କି ମୁଁ ଚୋରି କରିନାହିଁ
Citizen in Oriya OdiaPerceptible in Oriya OdiaTogether in Oriya OdiaPowerlessness in Oriya OdiaGallbladder in Oriya OdiaViolation in Oriya OdiaI in Oriya OdiaDetached in Oriya OdiaStunned in Oriya OdiaToxicant in Oriya OdiaMidwife in Oriya OdiaRhapsodic in Oriya OdiaDrunkenness in Oriya OdiaSelf-conceited in Oriya OdiaStudy in Oriya OdiaClose To in Oriya OdiaWalk in Oriya OdiaFocus in Oriya OdiaAirfield in Oriya OdiaWhisper in Oriya Odia