Home Oriya Odia Dictionary

Download Oriya Odia Dictionary APP

Sweat Oriya Odia Meaning

ଚିଡା, ଝାଳ, ପରିଶ୍ରମ, ବିରକ୍ତ, ମେହନତ୍‌, ଶ୍ରମ, ଶ୍ରମ ଜଳ

Definition

ପରିଶ୍ରମ ଅଥବା ଗରମ କାରଣରୁ ଶରୀରର ଚମଡ଼ାର ଛିଦ୍ରରୁ ବାହାରୁଥିବା ଦ୍ରବ
କୌଣସି କାମରେ ଲାଗି ରହିବା
ଝାଳ ବୋହିବାର କ୍ରିୟା

Example

ମୂଲିଆ ଝାଳରେ ଭିଜି ଗଲା
ରାଜୀବ ନିଜର ଉନ୍ନତି ପାଇଁ ଦିନରାତି ପରିଶ୍ରମ କରୁଛି
ସ୍ବେଦନ ଯୋଗୁଁ ଶରୀରର ତାପମାନ ସନ୍ତୁଳନ ରହେ