Home Oriya Odia Dictionary

Download Oriya Odia Dictionary APP

Sweep Oriya Odia Meaning

ଆଛାଦିତ କରିବା, ଖେଳିଯିବା, ଘୋଟିଯିବା, ଜବରଦସ୍ତି କରିବା, ଝାଡି ସଫା କରିବା, ଝାଡୁ କରିବା, ଝାଡୁ ଲଗାଇବା, ଟାଣିବା, ବିସ୍ତାର କରିବା

Definition

ଲମ୍ବା ଚଉଡ଼ାଆଦି
ଗୋଟିଏ ଛୋଟ ଗଛ ଯେଉଁ ଡାଳଗୁଡ଼ିକ ମାଟିର ବହୁତ ପାଖରୁ ବାହାରି ଚାରିଆଡ଼କୁ ବିସ୍ତାରିତ ହୁଏ
ଝାଡ଼ିବା କାମ
ସ୍ୱଚ୍ଛ ହେବାର ଅବସ୍ଥା ବା ଭାବ
ଏଣେ ତେଣେ ଫିଙ୍ଗା ଫୋପଡ଼ା ହୋଇଥିବା ବସ୍ତୁଗୁଡ଼ିକୁ ଏକାଠି କରିବା
ବିସ୍ତାରିତ ହେବା କ

Example

ଭାରତର ବିସ୍ତାର ହିମାଳୟରୁ କନ୍ୟାକୁମାରୀ ପର୍ଯ୍ୟନ୍ତ
ଏହି ଜଙ୍ଗଲରେ ବୁଦା ଅଧିକ ଅଛି
ଏହି କୋଠରୀ ଓଳାଇବା ଆରମ୍ଭ ହୋଇଛି
ସେ ନିଜ ଘର ଝାଡ଼ୁକରି ସଫା କରୁଛି
କୃଷକ ଏଣେ ତେଣେ ବିଛେଇ ହୋଇଥିବା ଶସ୍ୟକୁ ଗଦାଉଛି
ଶିକ୍ଷାର ପ୍ରସାରରେ ହିଁ ଦେଶର ଉନ୍ନତି ସମ୍