Home Oriya Odia Dictionary

Download Oriya Odia Dictionary APP

Swim Oriya Odia Meaning

ପହଁରା, ପହଁରିବା, ଭାସିବା

Definition

ଭ୍ରମ କିମ୍ବା ସଂଦେହରେ ପଡ଼ିବା
ପାଣିଉପରେ ଭାସିବା
ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଦୋହଲାଇ ପାଣି ଭିତରେ ତଳଉପର ଓ ଆଗପଛ ହେବା
ପହଁରିବାର ପ୍ରକ୍ରିୟା
ପହଁରାଳିକୁ ମିଳୁଥିବା ପାରିଶ୍ରମିକ

Example

ଆପଣଙ୍କର ଏହି କାମ ଦେଖି ମୁଁ ଭ୍ରମିତ ହେଲି
ପୋଖରୀରେ ଗୋଟିଏ ଶବ ଭାସୁଛି
ରାମ ନଦୀରେ ପହଁରୁଛି
ସେ ଅନବରତ ପହଁରା ପରେ ଥକିଯାଇଛି
ତାକୁ ସଂସ୍ଥା ତରଫରୁ ପାଞ୍ଚ ଶହ ଟଙ୍କା ପହଁରା ମଜୁରି ମିଳିଲା