Home Oriya Odia Dictionary

Download Oriya Odia Dictionary APP

Swish Oriya Odia Meaning

ସରସର ଶବ୍ଦ

Definition

ପବନ ଆଦି ସରସର ଶବ୍ଦ କରି ବହିବା
ପବନ ବହିବାର ଶବ୍ଦ
ସାପ ଆଦି ଘୁଷୁରିବାରୁ ଉତ୍ପନ୍ନ ଧ୍ୱନି
ଶରୀର ଉପରେ ଧୀରେଧୀରେ ଚାଲିବାର ଅନୁଭବ
ବାୟୁରେ କୌଣସି ବସ୍ତୁର ବେଗଦ୍ୱାରା ବାହାରୁଥିବା ଶବ୍ଦ
ଶୀଘ୍ରଶୀଘ୍ର କୌଣସି କାମ କରି

Example

ଆଜି ସକାଳୁ ହିଁ ପବନ ସାଇଁସାଇଁ ବହୁଛି
ସାଇଁସାଇଁ ଶବ୍ଦରୁ ରକ୍ଷା ପାଇବାପାଇଁ ସେ କାନରେ ତୁଳା ଲଗେଇଲା
ସରସର ଶବ୍ଦ ଶୁଣି ଗାଈଗୁଡ଼ିକ ଚମକି ଗଲେ
ସରସର ଅନୁଭବ ଦ୍ୱାରା ତାର ନିଦ ଭାଙ୍ଗିଗଲା
ରକେଟର ଘୁଁଘୁଁ