Syllable Oriya Odia Meaning
ଅକ୍ଷର
Definition
ବର୍ଣ୍ଣମାଳାର କୌଣସି ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣ
ଯାହାର କେବେ ନାଶ ହୁଏନାହିଁ
ହିନ୍ଦୁମାନଙ୍କର ଜଣେ ପ୍ରମୁଖ ଦେବତା ଯାହାଙ୍କୁ ସୃଷ୍ଟିର ପାଳନ କର୍ତ୍ତା ବୋଲି ବିଚାରକରାଯାଏ
ଶବ୍ଦର ଅଂଶ ବା ଭାଗ
ଲେଖା ଯାଇଥିବା
Example
ପାଠପଢ଼ା ଅକ୍ଷର ଜ୍ଞାନରୁ ଆରମ୍ଭ ହୋଇଥାଏ
ଆତ୍ମା ଅମର
ରାମ ଓ କୃଷ୍ଣ ବିଷ୍ଣୁଙ୍କର ଅବତାର
ଗତି ଶବ୍ଦରେ ଗ ଓ ତି ଦୁଇଟି ଶବ୍ଦାଶଂ
ଗଜାନନର ହାତଲେଖା ଭାରି ସୁନ୍ଦର
ରାମ ଶବ୍ଦରେ ଦୁଇଟି ଅକ୍ଷର ରହିଛି
Flightless in Oriya OdiaDiary in Oriya OdiaHiccough in Oriya OdiaOftentimes in Oriya OdiaNet in Oriya OdiaDissipation in Oriya OdiaShrill in Oriya OdiaBear In Mind in Oriya OdiaDrawing String in Oriya OdiaFiftieth in Oriya OdiaPleasure in Oriya OdiaImperishableness in Oriya OdiaCantonment in Oriya OdiaRaspberry in Oriya OdiaBoat in Oriya OdiaOpen Up in Oriya OdiaDesertion in Oriya OdiaHollow in Oriya OdiaHold Back in Oriya OdiaTourist in Oriya Odia