Home Oriya Odia Dictionary

Download Oriya Odia Dictionary APP

Tact Oriya Odia Meaning

ବ୍ୟବହାର କୁଶଳତା , ବ୍ୟବହାର ଯୋଗ୍ୟତା, ବ୍ୟବହାରିକତା

Definition

ବୁଦ୍ଧିମାନ ହେବାର ଅବସ୍ଥା ବା ଭାବ
ଆସୁଥିବା ବ୍ୟକ୍ତିଙ୍କୁ ଆଦର ବା ସମ୍ନାନ ଦେଖାଇବା
ବିନୟ ଭାବଥିବା ବ୍ୟବହାର
ଶିଷ୍ଟ ବା ସଭ୍ୟ ଆଚରଣ
ଚତୁର ହେବାର ଅବସ୍ଥା,ଗୁଣ ବା ଭାବ

Example

ସେ ନିଜର ବୁଦ୍ଧିମତ୍ତା ବଳରେ ହିଁ ଏହି କାମରେ ସଫଳ ହେଲେ
ଅଧିକାରୀ ଜଣକ ନମ୍ରତା ଦେଖାଇଲେ ଓ ଆମକଥା ଧ୍ୟାନପୂର୍ବକ ଶୁଣିଲେ
ଶିଷ୍ଟାଚାରଯୋଗୁଁ ମଣିଷ ସମାଜରେ ସମ୍ମାନ ପାଏ