Home Oriya Odia Dictionary

Download Oriya Odia Dictionary APP

Tailed Oriya Odia Meaning

ଲଞ୍ଜା, ଲାଙ୍ଗୁଡିଆ, ଲାଙ୍ଗୁଳା

Definition

ଜନ୍ତୁ, ପକ୍ଷୀଆଦିଙ୍କ ଶରୀର ପଛରେ ଥିବା ଲମ୍ବା ଭାଗ
ପଶୁଙ୍କ ଶରୀରର ପଛରେଥିବା ଲମ୍ବା ଭାଗ
ପ୍ରତିଷ୍ଠିତ ହେବାର ଅବସ୍ଥା ବା ଭାବ
ଯେ ଅନ୍ୟର ଅନ୍ଧାନୁସାରୀ ହୋଇ ତା ପଛରେ ଚାଲିଥାଏ
ଯାହା ପଛରେ ପୁଚ୍ଛ ଭଳି କୌଣସି

Example

ଗାଈ, ମଇଁଷିଆଦି ଲାଞ୍ଜରେ କୀଟପତଙ୍ଗମାନଙ୍କୁ ଉଡ଼ାନ୍ତି
କୁକୁର ଦେହକୁ ଆଉଁସିଲେ ସେ ଲାଙ୍ଗୁଡ଼ ହଲାଏ
କାହାରି ପଛଗୋଡ଼ାଣିଆ ହୁଅ ନାହିଁ
ଗଲାରାତିରେ ପୂର୍ବାକାଶରେ ଲଞ୍ଜାତାରା ପଡ଼ିଥିଲା
ଲାଞ୍ଜଯୁକ୍ତ ପଶୁ ମାଛି, ମଶା ଆଦି ଉଡ଼ାଇବାରେ ନିଜ ଲାଞ୍ଜର ବ୍ୟବହାର କରିଥାଏ
ଏତେ ପଚରାଉଚରା ପରେ ବି କିଛି ଫାଇଦା ମିଳିଲା ନାହିଁ