Take Oriya Odia Meaning
ଅଗ୍ରୀମ ଦେବା, ଅଙ୍ଗୀକାରକରିବା, ଅଧିକାର କରିନେବା, ଅଲଗା କରିବା, ଆଣିବା, ଆପଣେଇନେବା, କବ୍ଜା କରିବା, କାବୁ କରିବା, କିଣିବା, କ୍ରୟକରିବା, ଗ୍ରହଣ କରିବା, ଚଢିବା, ଚାହିଦା ରହିବା, ତୁଟାଇବା, ଦୂର କରିବା, ଧରିବା, ଧାରଣ କରିବା, ନେଇଆସିବା, ନେବା, ପାଇବା, ପୂରେଇବା, ପ୍ରାପ୍ତ କରିବା, ବାଛିବା, ଭଡା କରିବା, ଭଡା ନେବା, ଭରିବା, ଭର୍ତ୍ତିକରିବା, ଯାପନ କରିବା, ସଂରକ୍ଷଣ କରିବା, ସ୍ବୀକାର କରିବା, ସ୍ବୀକାରକରିବା
Definition
ପଇସା ଦେଇ କୌଣସି ଦୋକାନ ବା ଲୋକ ଠାରୁ କିଛି ସଉଦା କରିବା ବା କିଣିବା
କାହାରି ଇଛା ବିରୋଧରେ ତାକୁ ବଶ କରିବା
ଲାଭଆଦି ରୂପରେ ଆସୁଥିବା ବା ମିଳୁଥିବା ଧନ
କାହାରିଠୁ କିଛି ନେବାର କ୍ରିୟା
କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ
Example
ମୁଁ ଦୋକାନରୁ ଗୋଟିଏ କୁର୍ତ୍ତା କିଣିଲି
ଆତଙ୍କବାଦୀମାନେ ଦୁଇ ପର୍ଯ୍ୟଟକଙ୍କୁ ବନ୍ଦୀ କରିଦେଲେ
କୃଷି ହିଁ ଆମ ଆୟର ମୁଖ୍ୟ ସାଧନ
ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା
ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
ମୁଁ ଆପଣଙ୍କ