Home Oriya Odia Dictionary

Download Oriya Odia Dictionary APP

Take Place Oriya Odia Meaning

ଠିକ ଘଟିବା, ପ୍ରମାଣିତ ହେବା

Definition

ଘଟଣା ରୂପରେ ହେବା
ସତ୍ତା, ଅସ୍ତିତ୍ୱ, ଉପସ୍ଥିତି ଆଦି ସୂଚିତ କରୁଥିବା ମୁଖ୍ୟ ଏବଂ ସବୁଠାରୁ ଅଧିକ ପ୍ରଚଳିତ କ୍ରିୟା
ଲୁଗା, ଗହଣା ଆଦି ଶରୀର ଉପରେ ଠିକ ଭାବରେ ସୁସଜ୍ଜିତ ହୋଇ ରହିବା
କୌଣସି ବିଶ

Example

ମୋ ଆଖି ସାମ୍ନାରେ ସେ ଦୁର୍ଘଟନା ଘଟିଲା
ରାମ ସେ କୋଠରୀରେ ଅଛି
ଏତେ ଛୋଟିଆ ସାର୍ଟ ମତେ ହେବନାହିଁ
ବାରମ୍ବାର ବ୍ୟବହାର ଯୋଗୁଁ ଏହି ମୋଜା ଢିଲା ହୋଇଗଲାଣି
ହିମାଳୟ ଭାରତର ଉତ୍ତରରେ