Home Oriya Odia Dictionary

Download Oriya Odia Dictionary APP

Talk Oriya Odia Meaning

ଉଚ୍ଚାରଣ କରିବା, ଉଚ୍ଚାରିବା, କଥା ବାହାରିବା, କଥା ହେବା, କହିପକେଇବା, କହିବା, ବକ୍ତୃତା, ବାନ୍ତି କରିଦେବା, ବାହାର କରିବା, ବୋଲିବା, ଭାଷଣ, ଶବ୍ଦ ବାହାରିବା, ସ୍ପିଚ୍

Definition

ଦୁଇ ବା ଦୁଇରୁ ଅଧିକ ବ୍ୟକ୍ତିଙ୍କ କୌଣସି ପ୍ରସଙ୍ଗ ଉପରେ ଆପୋସ ଆଲୋଚନା
ନାଟକଆଦିରେ କୁହାଯାଉଥିବା ବାର୍ତ୍ତା
ନିଜ ନିଜ ମଧ୍ୟରେ କଥାବାର୍ତ୍ତା ବା ଡକାଡକି ହେବାର କ୍ରିୟା
ଏଣୁତେଣୁ କଥା ବା ଅନୌପଚାରିକ କଥାବାର୍ତ୍ତା
କୌଣସି ପକ୍ଷର ଖଣ

Example

ଆମେ ତୁମ ବିଷୟରେ ହିଁ ଆଲୋଚନା କରୁଥିଲୁ / ଏତେ ଦିନ ପରେ ଦେଖାହେଲେ ବି ଶ୍ୟାମ ମୋ ସହିତ କଥା କହିଲା ନାହିଁ
ଜୟଶଂକର ପ୍ରସାଦଙ୍କ ନାଟକରେ ସଂଳାପଗୁଡ଼ିକ ରୁଚିକର ହୋଇଥାଏ
ଫାଲତୁ ଗପସପରେ ସମୟ ନଷ୍ଟ କର ନାହିଁ