Talkative Oriya Odia Meaning
କଥାରସିଆ
Definition
ଅଯଥା କଥା କହିବା ବାଲା
ବହୁତ କହିବାବାଲା
ପ୍ରଳାପ କରିବା ବ୍ୟକ୍ତି ବା ପାଗଳଭଳି ଅଯଥାକଥା କହିବାବାଲା
ବୃଥାରେ ତର୍କ କରିବାବାଲା ବ୍ୟକ୍ତି
ବହୁତ କଥା କହୁଥିବା ବ୍ୟକ୍ତି
ଯ
Example
ରାମୁ ଏକ ଅଯଥା କଥାକୁହା ବ୍ୟକ୍ତି
ପ୍ରଭୁଙ୍କ କୃପାରୁ ଘୁଙ୍ଗା ମଧ୍ୟ ପ୍ରଗଳ୍ଭ ହୋଇପାରେ
ତା କଥାରେ ପଡ଼ ନାହିଁ, ସେଇଟା ବାତୁଳା
କୁତର୍କୀର ମୁହଁ ବଢ଼ାଇବା ଉଚିତ ନୁହେଁ
କୁହାଳିଆଙ୍କ ମଝିରେ ଚୁପ୍ ରହିବା ହିଁ ଠିକ୍ ହେବ
ଦୁଇଜଣ
Zoology in Oriya OdiaChemic in Oriya OdiaFree-for-all in Oriya OdiaOfficial in Oriya OdiaWrongful Conduct in Oriya OdiaSurya in Oriya OdiaScrunch in Oriya OdiaDecipherable in Oriya OdiaKing Of Beasts in Oriya OdiaTranslate in Oriya OdiaNorth in Oriya OdiaTied in Oriya OdiaNobility in Oriya OdiaCrocked in Oriya OdiaVisible Light in Oriya OdiaPelecypod in Oriya OdiaBracket in Oriya Odia15 in Oriya OdiaEscort in Oriya OdiaRaw in Oriya Odia