Home Oriya Odia Dictionary

Download Oriya Odia Dictionary APP

Tamarind Oriya Odia Meaning

କଇଁଆ, ତେନ୍ତୁଳି, ତେନ୍ତୁଳିଗଛ

Definition

ଏକ ପ୍ରକାରର ବଡ଼ ଗଛ ଯାହାର ଲମ୍ବା ଓ ଶସରେ ପୂର୍ଣ୍ଣ ଫଳରେ ଖଟା ତିଆରି ହୁଏ
ଏକ ପ୍ରକାର ମାଂସାଳ କଞ୍ଚାଫଳ ଯେଉଁଥିରୁ ଖଟା ତିଆରି ହୁଏ

Example

ଶ୍ୟାମର ଘର ସମ୍ମୁଖରେ ଏକ ବିଶାଳ ତେନ୍ତୁଳି ଗଛ ଅଛି
ତେନ୍ତୁଳିରୁ ଭିଟାମିନ୍‌ ସି’ ଅଧିକ ମାତ୍ରାରେ ମିଳେ