Home Oriya Odia Dictionary

Download Oriya Odia Dictionary APP

Tamil Oriya Odia Meaning

ତାମିଲ, ତାମିଲ ଭାଷା

Definition

ତାମିଲନାଡ଼ୁ ନିବାସୀ
ଏକ ଦ୍ରାବିଡ଼ ଭାଷା ଯାହା ବହୁ ପ୍ରାଚୀନ କାଳରୁ ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାରେ ତାମିଲମାନଙ୍କଦ୍ୱାରା କୁହାଯାଏ
ତାମିଲନାଡ଼ୁ ସହିତ ସଂବନ୍ଧିତ
ଯେଉଁ ଲିପିରେ ତାମିଲ ଭାଷା ଲେଖାଯାଏ

Example

କିଛି ତାମିଲ ମୋର ଭଲ ସାଙ୍ଗ
ସେ ଦୁଇଜଣ ତାମିଲରେ କଥାବାର୍ତ୍ତା କରୁଛନ୍ତି
ତାମିଲ ହୋଇ ମଧ୍ୟ ସେ ତାମିଲ ଲିପି ଜାଣେନାହିଁ