Home Oriya Odia Dictionary

Download Oriya Odia Dictionary APP

Tank Oriya Odia Meaning

କୁଣ୍ଡ, ଟାଙ୍କି

Definition

ବଡ଼ ପାଣି କୁଣ୍ଡ
ବିଶେଷକରି ପ୍ରାକୃତିକ ଏବଂ ଲମ୍ବା ଚୌଡ଼ା ଜଳାଶୟ
ଲୁହାର ଏକ ସାଞ୍ଜୁଆ ଗାଡ଼ି ଯାହା ଉପରେ ତୋପ ଲଦା ହୋଇ ରହିଥାଏ
ପାଣିର ଛୋଟ କୁଣ୍ଡ
କୌଣସି ଯାନରେ ଯେଉଁ ପାତ୍ରରେ ଇନ୍ଧନ ଆଦି ଭର୍ତ୍ତି ହୁଏ

Example

ସେ ଜଳାଶୟରେ ଗାଧୋଉଛି
ଏହି ଟ୍ୟାଙ୍କ ଆବୁଡ଼ା ଖାବଡ଼ା ଜମି ଏବଂ ପାଣିରେ ବି ଚାଲି ପାରେ
ଏଇ ଛୋଟ ପାଣିକୁଣ୍ଡର ପାଣି ଗରମ
ଏହି କାରର ଟାଙ୍କିରେ ଗୋଟିଏ କଣା ହୋଇଯାଇଛି