Home Oriya Odia Dictionary

Download Oriya Odia Dictionary APP

Tatter Oriya Odia Meaning

ଜୀର୍ଣ ପରିଧାନ, ପୁରୁଣା ଲୁଗା, ଫଟା ଲୁଗା

Definition

ଯେଉଁ ବ୍ୟକ୍ତି ରଦ୍ଦି ଜିନିଷ ବେପାର କରିଥାଏ
ଫଟା ପୁରୁଣା ଲୁଗା
ପୁରୁଣା ବା ଭଙ୍ଗାରୁଜା ଆସବାବପତ୍ର କିଣାବିକା କରୁଥିବା ଲୋକ

Example

ରଦ୍ଦି ବେପାରୀ ରଦ୍ଦି ଜିନିଷକୁ କିଣି ବିକ୍ରିକରି ଭଲ ପଇସା ଅର୍ଜନ କରିଥାନ୍ତି
ରମା ଫଟା ଲୁଗା ବଦଳରେ ବାସନ କିଣିଲେ
ମୁଁ କବାଡ଼ିବାଲାକୁ ପୁରୁଣା ପଲଙ୍କ ବିକ୍ରି କରିଦେଲି