Home Oriya Odia Dictionary

Download Oriya Odia Dictionary APP

Tea Oriya Odia Meaning

ଚା, ଚା ପତ୍ର, ଚାହା

Definition

ଚା ଗଛର ପତ୍ରଗୁଡ଼ିକୁ ପାଣିରେ ସିଝାଇ ଚିନି ଏବଂ ଦୁଧଆଦି ମିଶାଇ ତିଆରି କରାଯାଉଥିବା ପାନୀୟ
ଗୋଟିଏ କ୍ଷୁଦ୍ର ଗଛ ଯାହାର ପତ୍ରଗୁଡ଼ିକୁ ପାଣିରେ ସିଝାଇ ପାନୀୟ ତିଆରି କରାଯାଏ
ଚା’ ଗଛଗୁଡ଼ିକର ଶୁଖିଲା ପତ୍ର ଯାହାକୁ ପାଣିରେ ମିଶାଇ ଏକ ପ୍ରସିଦ୍ଧ

Example

ମଦୁମେହ ରୋଗୀ ବିନା ଚିନିରେ ଚା’ ପିଅନ୍ତି
ଆସାମରେ ବଡ଼ବଡ଼ ଚା’ ବଗିଚା ଅଛି
ସେ ଦୋକାନରୁ ଏକ କିଲୋ ଚା’ ପତ୍ର କିଣିଲା