Home Oriya Odia Dictionary

Download Oriya Odia Dictionary APP

Teach Oriya Odia Meaning

ବତେଇବା, ଶିକ୍ଷା ଦେବା, ଶିଖେଇବା

Definition

ଅଧ୍ୟାପନା କରିବା କିମ୍ବା ପଢ଼ାଇବା କାମ କରିବା
କୌଣସି କାର୍ଯ୍ୟର ଆକାର, ପ୍ରକାର ବା ବିଧି ସମ୍ପର୍କରେ
ହିତକଥା କହିବା
ଶୁଆ, ଶାରୀଆଦି ପକ୍ଷିମାନଙ୍କୁ ମଣିଷର ଭାଷା ଶିଖାଇବା

Example

ରାମାନୁଜ ବିଦ୍ୟାଳୟରେ ଗଣିତ ପଢ଼ାଉଛନ୍ତି
ସେ ମୋତେ ଆଚାର ତିଆରି କରିବାର ବିଧି ବତେଇଲେ
ବୁଦ୍ଧ ଆମକୁ ଜୀବନରେ ଉଚିତ ମୂଲ୍ୟର ଶିକ୍ଷା ଦେଲେ
ମୋହନ ଶୁଆକୁ ରାମ ରାମ ପଢ଼ାଉଅଛି