Home Oriya Odia Dictionary

Download Oriya Odia Dictionary APP

Teacher Oriya Odia Meaning

ଅଧ୍ୟାପକ, ଆଚାର୍ଯ୍ୟ, ଓସ୍ତାଦ, ଗୁରୁ, ମାଷ୍ଟର, ଶିକ୍ଷକ

Definition

ବିଦ୍ୟାର୍ଥୀମାନଙ୍କୁ ପଢ଼ାଉଥିବା ବ୍ୟକ୍ତି
ବିଦ୍ୟା ବା କଳା ଶିଖାଇବା ବ୍ୟକ୍ତି
ଯେଉଁ ମାନବକୃତ ବସ୍ତୁ ଶିକ୍ଷାଦିଏ ବା ଯାହାଠାରୁ ଶିକ୍ଷା ମିଳେ

Example

ଗୁରୁ ଓ ଛାତ୍ରଙ୍କ ସମ୍ବନ୍ଧ ମଧୁର ହେବା ଆବଶ୍ୟକ
ବିନା ଗୁରୁରେ ଜ୍ଞାନ ପ୍ରାପ୍ତି ଅସମ୍ଭବ