Home Oriya Odia Dictionary

Download Oriya Odia Dictionary APP

Tears Oriya Odia Meaning

ଅଶ୍ରୁପାତ, କାନ୍ଦ, କାନ୍ଦଣା, କ୍ରନ୍ଦନ, ରୋଦନ

Definition

ଅଶ୍ରୁଗ୍ରନ୍ଥିରୁ ବାହାରୁଥିବା ଲୁଣିଆ ଦ୍ରବ ଯାହା ଶୋକ,ପୀଡ଼ା ବା ଅତ୍ୟଧିକ ଆନନ୍ଦ ସମୟରେ ଆଖିରୁ ବାହାରିଥାଏ

Example

ତାଙ୍କ ମୁଁହରୁ ରାମ କଥା ଶୁଣି ମୋ ଆଖିରେ ଅଶ୍ରୁ ଆସିଗଲା