Home Oriya Odia Dictionary

Download Oriya Odia Dictionary APP

Technology Oriya Odia Meaning

ଅଭିଯାନ୍ତ୍ରିକ, ଟେକ୍‌ନିକ୍‌, ପ୍ରବିଧି

Definition

ଉଦ୍ୟୋଗରେ ଅଧିକ ଉନ୍ନତି କରିବା ତଥା ସଠିକ ଢଙ୍ଗରେ ତାକୁ ଚଳେଇବା ବିଦ୍ୟା
ଯେଉଁ ଶାସ୍ତ୍ରରେ ଶିଳ୍ପ ସମ୍ବନ୍ଧୀୟ ତଥ୍ୟ ଦିଆଯାଇଛି

Example

ଆଇ.ଆଇ.ଟିରେ ପ୍ରୌଦ୍ୟୋଗିକୀର ଶିକ୍ଷା ଦିଆଯାଉଛି
ପ୍ରାଚୀନ ଶିଳ୍ପଶାସ୍ତ୍ରରେ ଦିଆଯାଇଥିବା ସିଦ୍ଧାନ୍ତକୁ ଆଧାରକରି ଏହି ମହଲର ନିର୍ମାଣ କରାଯାଇଛି