Home Oriya Odia Dictionary

Download Oriya Odia Dictionary APP

Tegument Oriya Odia Meaning

ଚମଡା, ଚର୍ମ, ତ୍ୱଚା

Definition

ଫଳ, ମଞ୍ଜିଆଦିର ଆବରଣ
କୌଣସି ବସ୍ତୁଆଦିକୁ ଆଚ୍ଛାଦିତ କରିବା କିମ୍ବା ଢାଙ୍କିବା ବସ୍ତୁ
କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି
ଯେଉଁ କନାରେ ବହି ଓ ହିସାବଖାତାଆଦି ବନ୍ଧାଯାଏ ବା ବାନ୍ଧି ରଖାଯାଏ
ଯେଉଁ ଉପର ପରସ୍ତର ତଳେ ବା ଭିତରେ

Example

ଗାଈ କଦଳୀ ଚୋପା ଚୋବାଉଛି
ଘୋଡ଼ଣୀଦ୍ୱାରା ବସ୍ତୁ ସୁରକ୍ଷିତ ରହେ
ଖୋଳ ଯୋଗୁଁ ବସ୍ତୁଗୁଡ଼ିକ ସୁରକ୍ଷିତ ରହେ
ଜେଜେବାପା ରସିଦଗୁଡ଼ିକୁ ବସ୍ତାନିରେ ବାନ୍ଧି ରଖନ୍ତି
ବାଦାମ ଉପରେ ବହୁତ ଟାଣ