Home Oriya Odia Dictionary

Download Oriya Odia Dictionary APP

Television Oriya Odia Meaning

ଟିଭି, ଟେଲିଭିଜନ, ଦୂରଦର୍ଶନ

Definition

ଦୂରରେ ଘଟୁଥିବା ଦୃଶ୍ୟ ଦେଖିବାପାଇଁ ବ୍ୟବହୃତ ଉପକରଣ
ଘରେ ବସି ଅନ୍ୟତ୍ର ଘଟୁଥିବା ଦୃଶ୍ୟ ଦେଖିବାର ପ୍ରଣାଳୀ
ଅସ୍ଥାବର ଓ ସ୍ଥାବର ବସ୍ତୁସମୂହଙ୍କ ଛବିସବୁକୁ ଦୂରସ୍ଥାନକୁ ପ୍ରସାରିତ କରୁଥିବା ଦୂରସଞ୍ଚାର ବ୍ୟବସ୍ଥା

Example

ଟେଲିଭିଜନ୍‌ ମନୋରଞ୍ଜନର ଗୋଟିଏ ଉତ୍ତମ ସାଧନ
ଦେଶ ବିଦେଶରେ ଘଟୁଥିବା ଘଟଣାଗୁଡ଼ିକର ସିଧା ପ୍ରସାରଣ ଦୂରଦର୍ଶନ ଲୋକମାନଙ୍କ ପାଖରେ ପହଞ୍ଚାଇଥାଏ
ଟେଲିଭିଜନ ଅନୁସାରେ ଏହି ଖବର ମିଥ୍ୟା