Home Oriya Odia Dictionary

Download Oriya Odia Dictionary APP

Telling Oriya Odia Meaning

ଅକାଟ, ଅକାଟ୍ୟ, ଅଖଂଡ୍ୟ, ଅଖଣ୍ଡନୀୟ

Definition

ଯାହାକୁ କାଟି ହୁଏନାହିଁ ବା ଯାହାର ଖଣ୍ଡନ ହୁଏନାହିଁ
ଯାହାର ଖଣ୍ଡ ବା ଟୁକୁରା କରିହେବ ନାହିଁ

Example

ଆପଣଙ୍କ ତର୍କ ଅକାଟ୍ୟ
ଇଲେକଟ୍ରୋନ୍‌ ଗୋଟିଏ ଅଖଣ୍ଡନୀୟ ତତ୍ତ୍ୱ