Home Oriya Odia Dictionary

Download Oriya Odia Dictionary APP

Temerity Oriya Odia Meaning

ଅଭଦ୍ରତା, ଅଶାଳୀନତା, ଧୃଷ୍ଟତା

Definition

ଅଶିଷ୍ଟ ହେବା ଅବସ୍ଥା ବା ଭାବ
ଆତୁର ହେବାର ଅବସ୍ଥା
ଅଭଦ୍ର ହେବାର ଅବସ୍ଥା ବା ଭାବ

Example

ଅଶିଷ୍ଟତା ମଣିଷକୁ ପଶୁ କରିଦିଏ
ଦୁଇ ବର୍ଷ କାଳ ଘରୁ ଦୂରରେ ରହିବା ପରେ ଘର ଲୋକଙ୍କ ସହିତ ମିଶିବାପାଇଁ ତାଙ୍କର ଆତୁରତା ବଢ଼ିଚାଲିଥିଲା
ତାର ଅଭଦ୍ରତା ଦିନକୁ ଦିନ ବଢ଼ୁଅଛି