Home Oriya Odia Dictionary

Download Oriya Odia Dictionary APP

Tenfold Oriya Odia Meaning

ଦଶଗୁଣ, ଦଶଗୁଣା

Definition

କୌଣସି ଜିନିଷର ପରିମାଣର ଆଉ ନଗୁଣ ଅଧିକ
କୌଣସି ବସ୍ତୁ ଆଦିର ମାତ୍ରାରୁ ତାର ନଅ ଗୁଣା ଆହୁରି ଅଧିକ ମାତ୍ରା
କୌଣସି ପରିମାଣର ଆଉ ସେତିକି ନଅ ଗୁଣ

Example

ଆପଣଙ୍କ ଧନର ଦଶଗୁଣା ମୋ ପାଖରେ ଅଛି
ଦଶର ଦଶଗୁଣା ଏକଶହ
ଶହେ ବର୍ଷର ତୁଳନା କଲେ ଜିନିଷର ଦରଦାମ ଦଶଗୁଣା ବଢ଼ିଯାଇଛି ବୋଲି ଜଣାପଡ଼େ