Home Oriya Odia Dictionary

Download Oriya Odia Dictionary APP

Tensile Oriya Odia Meaning

ନମନୀୟ

Definition

ଯାହା ନଇଁ ପାରେ ବା ଯାହାକୁ ନୁଆଇଁ ଦିଆଯାଇପାରେ
ଯେଉଁ ବିଶେଷ ଗୁଣଯୋଗୁଁ ଧାତୁଆଦିଗୁଡ଼ିକର ତାରକୁ ଟାଣିହୁଏ
ଯାହାକୁ ଟଣାଯାଇ ପାରେ ବା ଯାହା ଟାଣିବା ଯୋଗ୍ୟ
ଯାହାକୁ ପିଟିଲେ ବା ଚାପଦେଲେ ନ ଭାଙ୍ଗି ସହଜରେ ଅନ୍ୟକିଛି ଆକାରକୁ ଅଣାଯାଇପାରେ

Example

ଏହି ବାଡ଼ିଟି ନମନୀୟ
ସୁନା,ରୁପାର ନମନୀୟତା ଅତ୍ୟଧିକ ହୋଇଥାଏ
ସୁନା,ରୁପା,ଲୁହା ଆଦି ନମନୀୟ ଧାତୁ
କେତେକ ଧାତୁ ନମନୀୟ ହୋଇଥାଏ