Home Oriya Odia Dictionary

Download Oriya Odia Dictionary APP

Tension Oriya Odia Meaning

ଅଶାନ୍ତି, ଅସ୍ଥିରତା, କସିବା, ଚିନ୍ତା, ଟାଣିବା, ନମନୀୟତା

Definition

ଟାଣିବାର କ୍ରିୟା ବା ଭାବ
ଭୟ, ଚିନ୍ତାଆଦି କାରଣରୁ ମସ୍ତିଷ୍କର ଶିରା ପ୍ରଶିରାରେ ଅସ୍ଥିରତାର କ୍ରିୟା ଯାହାଦ୍ୱାରା ଚିନ୍ତା ବଢ଼ିଯାଏ
ଦାବିବା ଫଳରେ ଉତ୍ପନ୍ନ ହେଉଥିବା ବଳ ବା ଜୋର୍
ଆଘାତ ବା ମୋଡ଼ିହେବା କ୍ରିୟା ବା ଭାବ
ଯେଉଁ କାର୍ଯ୍ୟ କାହାରିକୁ

Example

ବେଶି ଟାଣିବାରୁ ଦଉଡ଼ିଟି ଛିଣ୍ଡିଗଲା
ମାନସିକ ଅସ୍ଥିରତା କାରଣରୁ ତାର ଦେହ ଖରାପ ହୋଇଗଲା
ମୁଁ ଆଘାତ ଯୋଗୁ ବେକ ବୁଲେଇପାରୁନାହିଁ
ପିଲାମାନଙ୍କ କାର୍ଯ୍ୟରେ କିଛି ପରିମାଣରେ ଅଙ୍କୁଶ ଲଗାଯିବା ଆବଶ୍ୟକ
ବା